ନୂଆଦିଲ୍ଲୀ : ଏସିଆ କପରେ ଆଜି ବହୁ ପ୍ରତୀକ୍ଷିତ ମହାମୁକାବିଲା । ଦୁବାଇରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ହେବ ହାଇଭୋଲଟେଜ ଲଢେଇ । ପହଲଗାମ ଆକ୍ରମଣକୁ ନେଇ ବୟକଟ ଦାବି ମଧ୍ୟରେ ହେବ ମୁକାବିଲା । ମ୍ୟାଚ ବୟକଟ ପାଇଁ ବିଭିନ୍ନ ରାଜନୈତିକ ଦଳ ଦାବି କରୁଛନ୍ତି । ରତୀୟ ସମୟ ରାତି ୮ଟା ବେଳେ ଆଜିର ମ୍ୟାଚ୍ ଖେଳାଯିବ । ସୂର୍ୟ୍ୟକୁମାର ଯାଦବଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ମେନ୍ ଇନ୍ ବ୍ଲୁ। ଚଳିତ ସଂସ୍କରଣର ପ୍ରଥମ ମ୍ୟାଚ ଜିତିବା ପରେ ଭାରତର ପରବର୍ତ୍ତୀ ଶିକାର ପାକିସ୍ତାନ । ଅନେକ ଯୁବ ଚେହେରାଙ୍କୁ ନେଇ ମ୍ୟାଚ ହାତେଇବାକୁ ଅଣ୍ଟା ଭିଡିଛି ଭାରତୀୟ ଦଳ । ଭାରତର ଦୁଇ ତାରକା ରୋହିତ ଶର୍ମା ଓ ବିରାଟଙ୍କ କୋହଲିଙ୍କ ଅବସର ପରେ ପ୍ରଥମ ଥର ପାକିସ୍ତାନ ବିପକ୍ଷରେ ମଇଦାନକୁ ଓହ୍ଲାଇବାକୁ ଯାଉଛି ଭାରତ । ଏସିଆ କପ ପାଇଁ ସୂର୍ୟ୍ୟଙ୍କୁ କ୍ୟାପଟେନସି ଭାର ଦିଆଯାଇଥିବା ବେଳେ ଟେଷ୍ଟ ଅଧିନାୟକ ଶୁବମନ ଗିଲକୁ ବିସିସିଆଇ କରିଛି ଉପ ଅଧିନାୟକ । ପହଲଗାମ ଆକ୍ରମଣକୁ ନେଇ ବୟକଟ ଦାବି ମଧ୍ୟରେ ହେବ ମୁକାବିଲା । ଏହି ମ୍ୟାଚକୁ ନେଇ ଭାରତୀୟ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ସେତେଟା ଉତ୍ସାହ ବି ଦେଖିବାକୁ ମିଳୁ ନାହିଁ । ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଯେପରି ମାହୋଲ ରହିବା କଥା, ସେପରି ଦୃଶ୍ୟମାନ ହେଉ ନାହିଁ । ପହଲଗାମ ଆକ୍ରମଣ ପରେ ଭାରତ ଅପରେସନ୍ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ ଜବାବ ଦେଇଥିଲା । ଅପରେସନ ସିନ୍ଦୂର ପରେ ଏହା ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ମ୍ୟାଚ୍ । ମ୍ୟାଚର ଟିକେଟ ବି ବିକ୍ରି ହୋଇପାରିନି ।
ବୟକଟ ଦାବି ମଧ୍ୟରେ ଭାରତ-ପାକ ଲଢେଇ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







