ପାଟଣାଗଡ : ସନ୍ଦଗ୍ଧ ବ୍ୟାଗରୁ ବିସ୍ଫୋରଣ ଘଟି ଜଣେ ଗୁରୁତର । ଆହତ ଯୁବକଙ୍କୁ ପାଟଣାଗଡ ମେଡିକାଲରେ ଭର୍ତ୍ତି । ବିଲେଇସାଥୀ ଗାଁର କୁକୁରଖାଇ ପୋଲ ନିକଟରୁ ବିସ୍ଫୋରଣ । ବୁଦାମୂଳେ ତିବା ସନ୍ଦିଗ୍ଧ ବ୍ୟାଗକୁ ଖୋଲିବା କ୍ଷଣି ବିସ୍ଫୋରଣ ।
Views: 85
ପାଟଣାଗଡ : ସନ୍ଦଗ୍ଧ ବ୍ୟାଗରୁ ବିସ୍ଫୋରଣ ଘଟି ଜଣେ ଗୁରୁତର । ଆହତ ଯୁବକଙ୍କୁ ପାଟଣାଗଡ ମେଡିକାଲରେ ଭର୍ତ୍ତି । ବିଲେଇସାଥୀ ଗାଁର କୁକୁରଖାଇ ପୋଲ ନିକଟରୁ ବିସ୍ଫୋରଣ । ବୁଦାମୂଳେ ତିବା ସନ୍ଦିଗ୍ଧ ବ୍ୟାଗକୁ ଖୋଲିବା କ୍ଷଣି ବିସ୍ଫୋରଣ ।
ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...
ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...
ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...
ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...