The Ultimate Managed Hosting Platform
ADVERTISEMENT

ବୋଲେରୋ ଧକ୍କାରେ ବାପ ମୃତ, ପୁଅ ଗୁରୁତର

Facebook
Twitter
LinkedIn

ଫୁଲବାଣୀ: ବୋଲେରୋ ଧକ୍କାରେ ବାପ ମୃତ ପୁଅ ଗୁରୁତର । ଫିରିଙ୍ଗିଆ ତେଲିମୁଣ୍ଡ ଛକରେ ଉଭୟ ବସକୁ ଅପେକ୍ଷା କରିଥିଲେ । ବସକୁ ଅପେକ୍ଷା କରିଥିବା ବେଳେ ଦ୍ରୁତ ବେଗରେ ଆସି ଚଢିଗଲା ବୋଲେରୋ । ମୃତ ବ୍ୟକ୍ତି ଜଣଙ୍କ ହେଲେ ଯୁଗଳ ଦିଗାଲ ଗୁରୁତର ପୁଅ ହେଲେ କୁଶ ଦିଗାଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ କୌଣସି କାମରେ ଗତ କାଲି ଫୁଲବାଣୀକୁ ଆସି ଆଜି ସକାଳୁ ଅଟୋର ଫିରିଙ୍ଗିଆ ପର୍ୟ୍ୟନ୍ତ ଆସିଥିଲେ । ସେଠାରେ ଗାଡ଼ି ନମିଳିବାରୁ ଚାଲି ଚାଲି ନିଜ ଗାଆଁ କୁ ଯାଉଥିଲେ । ଏହି ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁ ଥିବା ଏକ ବୋଲେରୋ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବାପା ଯୁଗଳ ଦିଗାଲଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଆହତ ହୋଇଛନ୍ତି । ଦୁର୍ଘଟଣା ଘଟିବା ପରେ ଗାଡ଼ିର ଡ଼୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଏହି ଖବର ପାଇ ଫିରିଙ୍ଗିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login