ପାରାଦୀପ : ବୋଲେରୋକୁ ୩୦ ମିଟର ଘୋଷାଡି ନେଲା ଟ୍ରେନ । ବନ୍ଦର ନିଷିଦ୍ଧାଞ୍ଚଳ ଏମସିଏଚପି କ୍ୟାଣ୍ଟିନ ନିକଟରେ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ବୋଲେରୋରେ ଥିବା ସମସ୍ତ କର୍ମଚାରୀ । ବନ୍ଦରର MCHP ବର୍ଥ ନିକଟରେ ଏକ ବୋଲେରୋକୁ କୋଇଲା ଟ୍ରେନ୍ ଧକ୍କା ପରେ ପ୍ରାୟ ୨୦ ମିଟର ଘୋଷାଡି ନେଇଯାଇଥିଲା। ଅଳ୍ପକେ ବର୍ତ୍ତି ଯାଇଛନ୍ତି ବୋଲେରୋ ଯାତ୍ରୀ ଓ ଡ୍ରାଇଭର। ତେବେ କିଭଳି ଦୁର୍ଘଟଣା ଘଟିଲା ସେନେଇ କାରଣ ଜଣାପଡିନି।
Views: 107











