ସୁବର୍ଣ୍ଣପୁର : ବୋରୱେଲରୁ ଉଦ୍ଧାର ହେଲେ ବୃଦ୍ଧା । ବୋରୱେଲରୁ ଉଦ୍ଧାର ବୃଦ୍ଧା ଦୁଃଖୀ ନାୟକଙ୍କ ମୃତ୍ୟୁ । ସୋନପୁର ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ଉଦ୍ଧାର ପରେ ବୃଦ୍ଧାଙ୍କୁ ସୋନପୁର ହସ୍ପିଟାଲ ନିଆାଯାଇଥିଲା । ଦୀର୍ଘ ୫ ଘଣ୍ଟାର ଅପରେସନ ପରେ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଥିଲା । ୫ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ଉଦ୍ଧାର କରିଥିଲେ ଅଗ୍ନିଶମ ଟିମ୍ । କାଲିଠାରୁ ୨୦ ଫୁଟ୍ ଗାତରେ ଖସି ପଡିଥିଲେ ୮୦ ବର୍ଷୀୟା ବୃଦ୍ଧା ।
ମେଡିକାଲ ଆସିବା ପୂର୍ବରୁ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା କହିଲେ ଡାକ୍ତର । ସୋନପୁର ମେଡିକାଲ ଡାକ୍ତର ସୋମି ପୁରୋହିତଙ୍କ ସୂଚନା । ହସ୍ପିଟାଲରେ ପହଁଚିବାର ଅନେକ ପୂର୍ବରୁ ମୃତ୍ୟୁ ହୋଇଛି । ଅନ୍ୟପଟେ ବୋରୱେଲରେ ପଡିଥିବା ବୃଦ୍ଧାଙ୍କ ପାଖରେ ଥିଲା ସାପ । ଅଗ୍ନିଶମ ଟିମ୍ ଉଦ୍ଧାର ବେଳେ ଦେଖାଯାଇଥିଲା ସାପ । ବୃଦ୍ଧାଙ୍କ ପାଖରେ ଥିବା ଏକ ଗାତରେ ସାପଟି ଲୁଚି ରହିଥିଲା । ବିଷଧର ଚିତି ସାପ ଥିବା ଅଗ୍ନିଶମ କର୍ମଚାରୀଙ୍କ ସୂଚନା । ତେବେ ସାପଟି ଟିକେ ଦୂରରେ ଥିବାରୁ ତାଙ୍କୁ କାମୁଡି ନଥିବା ଅନୁମାନ ।
ବୋରୱେଲରୁ ଉଦ୍ଧାର ବୃଦ୍ଧା ମୃତ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







