The Ultimate Managed Hosting Platform
ADVERTISEMENT

ବୃଦ୍ଧଙ୍କୁ ମାରି ପୋତିଥିଲା !

Facebook
Twitter
LinkedIn

କଣ୍ଟାବାଞ୍ଜି : ବୃଦ୍ଧ ନିଖୋଜ ଘଟଣାର ପର୍ଦ୍ଦାଫାସ । ଘଟଣାରେ ଜଣେ ଗିରଫ । ଜମି ବିବାଦରୁ ବୃଦ୍ଧଙ୍କୁ ମାରି ପୋତି ଦେଇଥିବା ସ୍ୱୀକାର କଲା ଅଭିଯୁକ୍ତ । ମୁରିବାହାଲ କରାଡୁଙ୍ଗୁରି ଗାଁରେ ବୃଦ୍ଧଙ୍କୁ ମାରି ପୋତିଦେଇଥିବା ସୂଚନା । ମନରେଗା କାମ ଚାଲୁଥିବା ସ୍ଥାନରେ ପୋତିଥିବା ସୂଚନା । ଗତ ମାସ ୨୧ ତାରିଖରୁ ରଜାମରା ଗାଁରୁ ବୃଦ୍ଧ ନିଖୋଜ ଅଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login