The Ultimate Managed Hosting Platform
ADVERTISEMENT

ବିହାର ପ୍ରଚାର ମୈଦାନରେ ପ୍ରଧାନମନ୍ତ୍ରୀ

Facebook
Twitter
LinkedIn

ବିହାର : ବିହାର ପ୍ରଚାର ମୈଦାନରେ ପ୍ରଧାନମନ୍ତ୍ରୀ ମୋଦି । ଏନଡିଏ ପ୍ରାର୍ଥୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାମ୍ପେନ । ସମସ୍ତିପୁରରେ ବିଶାଳ ଜନସଭାରେ ପିଏମ ସାମିଲ । ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ଏହା ତାଙ୍କର ପ୍ରଥମ ସଭା । ଏହି ସଭାରେ ସେ ବିହାର ନିର୍ବାଚନ ପାଇଁ ଏଜେଣ୍ଡା ଘୋଷଣା କରିପାରନ୍ତି । ପରିବାରବାଦ, ଜଙ୍ଗଲରାଜ ପ୍ରସଙ୍ଗ ଉଠାଇ ବିରୋଧୀ ମେଣ୍ଟକୁ ଘେରିପାରନ୍ତି ପ୍ରଧାନମନ୍ତ୍ରୀ । ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ,ପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ପ୍ରଥମରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି । ଅମିତ୍ ଶାହ ନିର୍ବାଚନ ପରିଚାଳନା କରିବା ସହ ଅସନ୍ତୁଷ୍ଟ ପ୍ରର୍ଥୀଙ୍କୁ ମନାଇବା କାମରେ ଲାଗିଥିବା ବେଳେ ବକ୍ସର ଓ ସିବାନରେ ନିର୍ବାଚନ ରାଲି କରିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login