The Ultimate Managed Hosting Platform
ADVERTISEMENT

ବିହାର ନିର୍ବାଚନ; ୧୧ଟା ସୁଦ୍ଧା ୨୩.୭୧% ଭୋଟିଂ

Facebook
Twitter
LinkedIn

ବିହାର : ବିହାରରେ ବିଧାନସଭା ନିର୍ବାଚନର ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ । ଦିନ ୧୧ଟା ସୁଦ୍ଧା ବିହାରରେ ୨୩.୭୧% ପ୍ରତିଶତ ଭୋଟିଂ । ଏପର୍ୟ୍ୟନ୍ତ ଆରଏଲଏମ ସୁପ୍ରିମୋ ଉପେନ୍ଦ୍ର କୁଶୱାହା, ଭୋଜପୁରୀ ଅଭିନେତା ତଥା ବିଜେପି ନେତା ପବନ ସିଂହ, ଭିଆଇପି ମୁଖ୍ୟ ତଥା ଉପମୁଖ୍ୟମନ୍ତ୍ରୀ ମୁକେଶ ସାହାନୀ ଏବଂ ଲାଲୁ ଯାଦବଙ୍କ ପରିବାର ମତଦାନ କରିଥିବା ସାମ୍ନାକୁ ଆସିଛି। ତେବେ ପ୍ରଥମ ପର୍ୟ୍ୟାୟ ଭୋଟ୍ ପାଇଁ ଉଭୟ ଏନ୍ଡିଏ ଏବଂ ଇଣ୍ଡି ମେଣ୍ଟର ଶୀର୍ଷ ନେତାମାନେ ହାଇ ଭୋଲ୍ଟେଜ ପ୍ରଚାର କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଗୃହମନ୍ତ୍ରୀ ଅମିତ ଶାହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିହାରରେ ମାରାଥନ୍ ପ୍ରଚାର କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login