The Ultimate Managed Hosting Platform
ADVERTISEMENT

ବିସ୍ଫୋରଣ ; ୨ ଯବାନ ଗୁରୁତର

Facebook
Twitter
LinkedIn

ଛତିଶଗଡ : ଛତିଶଗଡ ସୁକମାରେ ଆଇଇଡି ବିସ୍ଫୋରଣ । ୨ ଯବାନ ଗୁୁରୁତର । ସିଆରଏଫ ଓ କୋବ୍ରା ବାଟାଲିଅନକୁ ମାଓବାଦୀଙ୍କ ଟାର୍ଗେଟ । ସାଲାଟଙ୍ଗ ନିକଟରେ ବିସ୍ଫୋରଣ ଘଟାଇଲେ ମାଓବାଦୀ । ଗୁରୁତର ୨ ଯବାନଙ୍କୁ ରାୟପୁର ଏୟାରଲିଫ୍ଟ କରିବାକୁ ଉଦ୍ୟମ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login