ଯାଜପୁର : ସ୍କୁଲ ଗଣେଷ ମୂର୍ତ୍ତି ଭସାଣି ବେଳେ ପୋଖରାରେ ବୁଡି ଛାତ୍ର ମୃତ । ପାଣି କୋଇଲି ଥାନା ରଙ୍ଗରଙ୍ଗା ଗାଁରେ ପୋଖରୀରେ ବୁଡି ଛାତ୍ରଙ୍କ ମୃତ୍ୟୁ । ମୃତକ ପ୍ରହଲ୍ଲାଦ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର । ଆଜି ସ୍କୁଲର କିଛି ପିଲା ଗଣେଶ ମୂର୍ତ୍ତିକୁ ନେଇ ସ୍କୁଲ ନିକଟ ପୋଖରୀରେ ବୁଡ଼ାଉ ଥିବା ବେଳେ ହଠାତ୍ ସତ୍ୟ ପ୍ରକାଶଙ୍କ ଗୋଡ଼ ଖସି ଯାଇଥିଲା। ସ୍ଥାନୀୟ ଲୋକ ଉଦ୍ଧାର କରି ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରି ଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।.
Views: 77











