The Ultimate Managed Hosting Platform
ADVERTISEMENT

ବିଷାକ୍ତ ଫଳ ଖାଇ ୫ ଅସୁସ୍ଥ

Facebook
Twitter
LinkedIn

ବାସୁଦେବପୁର : ଚୂଡାମଣି ଅଞ୍ଚଳରେ ବିଷାକ୍ତ ଫଳ ଖାଇ ୫ ଅସୁସ୍ଥ । ଟ୍ୟୁସନ ଯାଉଥିବା ବେଳେ ରାସ୍ତାକଡ ଏକ ଗକ୍ତର ଫଳ ଖାଇ ଅସୁସ୍ଥ । ସମସ୍ତଙ୍କର ବୟସ ୧୦ ରୁ ୧୫ ମଧ୍ୟରେ ହେବ । ସମସ୍ତଙ୍କୁ ବାସୁଦେବପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚୂଡାମଣୀ ମଳିକ ସାହିର ଟୁକୁନା ମଳିକ, ସନ୍ତୋଷ ମଳିକ, ଦୀପଙ୍କର ମଳିକ, ଦେବାନନ୍ଦ ମଳିକ ଟ୍ୟୁସନ ଯାଉଥିବା ବାଟରେ ରାସ୍ତା ପାଖ ଗଛରେ କଳାରଙ୍ଗର ଫଳ ଖାଇଥିଲେ । କିଛି ସମୟ ପରେ ବାନ୍ତି ହୋଇ ଅସୁସ୍ଥ ହୋଇ ପଡ଼ିଥିଲେ । ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଛାଡି ଦିଆଯାଇଛି । ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login