The Ultimate Managed Hosting Platform
ADVERTISEMENT

ବିଷାକ୍ତ ଗ୍ୟାସ ଲିକ; ୨୮ ଅସୁସ୍ଥ

Facebook
Twitter
LinkedIn

ନୂଆଦିଲ୍ଲୀ : ଗୁଜୁରାଟରେ ଏକ ଶିଳ୍ପ ସଂସ୍ଥାରୁ ଗ୍ୟାସ ଲିକ ହୋଇ ୨୮ ଅସୁସ୍ଥ । ଭରୁଚ ଜିଲ୍ଲା ଜାମ୍ବସାର ନିକଟ ଏକ କମ୍ପାନୀରୁ ଗ୍ୟାସ ଲିକ । ୨୮ ଅସୁସ୍ଥଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା । ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳରୁ ଅନ୍ୟମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଘଟଣା ବିଷୟରେ ଖବର ପାଇଁ ଉପଜିଲ୍ଲାପାଳ, ଏସ୍ପି, ପୋଲିସ୍ ଅଧିକାରୀ, ଅଗ୍ନିଶମ କର୍ମଚାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ଘଣ୍ଟାର ପରିଶ୍ରମ ପରେ ଗ୍ୟାସ୍ ଲିକ୍ ପ୍ରକ୍ରିୟାକୁ ବନ୍ଦ କରାଯାଇଥିଲା। ଏହାପରେ ସେଠାରେ ଉପସ୍ଥିତ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login