ବାରିପଦା : ବିଷାକ୍ତ ଖାଧ୍ୟ ଖାଇ ୧୭ ଛାତ୍ରୀ ଅସୁସ୍ଥ । ବାରିପଦା ଏମପିକେ ବାଳିକା ଉଚ୍ଚ ବିଦ୍ୟାଳୟରେ ଘଟିଛି ଘଟଣା । ଆଦିବାସୀ ହଷ୍ଟେଲ ଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଇବା ପରେ ହଠାତ ଅସୁସ୍ଥ ହୋଇ ପଡିଥିଲେ । ଝାଡାବାନ୍ତି ହେବାରୁ ଜଣକ ପରେ ଜଣେ ୧୭ ଜଣ ଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ସ୍କୁଲ କର୍ତ୍ତୁପକ୍ଷ । ତେବେ ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ । ଏବେ ପିଲାମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ।
Views: 106











