The Ultimate Managed Hosting Platform
ADVERTISEMENT

ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଲେ ଶାହାରୁଖ ଓ ରାଜମୌଲୀ

Facebook
Twitter
LinkedIn

ନୂଆଦିଲ୍ଲୀ : ଟାଇମ୍ସ ମାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି । ବିଭିନ୍ନ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଥିବା ବିଶ୍ୱର ୧୦୦ ଜଣ ବ୍ୟକ୍ତିତ୍ୱଙ୍କୁ ଏହି ତାଲିକାରେ ସ୍ଥାନ ମିଳିଛି । ଏମାନଙ୍କ ମଧ୍ୟରେ ଅଛନ୍ତି ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍ ଓ ଫିଲ୍ମ ନିର୍ଦ୍ଦେଶକ ଏସଏସ ରାଜମୌଲୀ ଓ ଔପନ୍ୟାସିକ ସଲମାନ୍ ରୁସଦି । ତାଲିକାର ଶୀର୍ଷରେ ଅଛନ୍ତି ଆମେରିକୀୟ ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକ ମାଇକେଲ ବି. ଜୋର୍ଡାନ । ଏହି ତାଲିକାରେ ବି ସ୍ଥାନ ପାଇଛନ୍ତି ଟେଲିଭିଜନ ଉପସ୍ଥାପିକା ତଥା ବିଚାରକ ପଦ୍ମା ଲକ୍ଷ୍ମୀ ।
୨୦୨୩ର ସର୍ବାଧିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, କିଙ୍ଗ ଚାର୍ଲସ୍, ସିରିଆର ସାମାଜିକ କର୍ମୀ ସାରା ମାର୍ଦିନି, ଟ୍ୱିଟର ମାଲିକ ଏଲନ ମସ୍କ, ଫୁଟବଲ ତାରକା ମେସି ଆଦି ସ୍ଥାନ ପାଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login