The Ultimate Managed Hosting Platform
ADVERTISEMENT

ବିଲ୍ଡିଂ ପ୍ଲାନ ଉଲ୍ଲଂଘନ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ :ବିଏମସି

Facebook
Twitter
LinkedIn

ଭୁବନେଶ୍ୱର : ବିଲ୍ଡିଂ ପ୍ଲାନ ଅନୁମୋଦନ ଓ ଉଲ୍ଲଂଘନ ନେଇ ବିଏମସି କମିଶନରଙ୍କ ପ୍ରତିକ୍ରିୟା । ୩୦୦ ବର୍ଗ ମିଟର ଅଞ୍ଚଳ ଘରେ ଜଳ ଅମଳ ପ୍ରକଳ୍ପ ବାଧ୍ୟତାମୂଳକ । ୨୦ ହଜାର ବର୍ଗମିଟରରୁ ଅଧିକ ହେଲେ ନିଜସ୍ୱ ସ୍ୱେରେଜ ପ୍ଲାଣ୍ଟ ଜରୁରୀ । ଅନୁମୋଦିତ ପ୍ଲାନ ନିର୍ମାଣରେ ଉଲ୍ଲଂଘନ ହୋଇଥିଲେ କାର୍ଯ୍ୟାନୁଷ୍ଠାନ । ଘର ନିର୍ମାଣ ବେଳେ ନିୟମାନୁସାରେ ଜାଗା ଛାଡି ନ ଥିଲେ କାର୍ଯ୍ୟାନୁଷ୍ଠାନ । ଏଥିପାଇଁ ପ୍ରତ୍ୟେକ ୱାର୍ଡରେ ତନଖି କାର୍ଯ୍ୟ କରାଯିବ । ଉଲ୍ଲଂଘନକାରୀଙ୍କୁ ନିର୍ଦ୍ଦିଷ୍ଟ ସମୟ ଦିଆଯାଇ ନୋଟିସ କରାଯିବ । ଡ୍ରେନ ଓ ରାସ୍ତା ପାଇଁ ସ୍ଥାନ ନ ଥିଲେ ଗୃହ ଯୋଜନାକୁ ଅନୁମୋଦନ ମିଳିବନି । ନିର୍ମିତ ଘର ଅନ୍ୟକାର୍ଯ୍ୟରେ ବ୍ୟବହୃତ ହେଲେ ବି କାର୍ଯ୍ୟାନୁଷ୍ଠାନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login