ଜଳେଶ୍ୱର : ଉପରମୁଣ୍ଡରେ ପ୍ରବଳ ବର୍ଷା । ବଢୁଛି ଜଳକା ନଦୀର ଜଳସ୍ତର । ବିପଦ ସଙ୍କେତ ଉପରେ ଜଳକା ନଦୀରେ ପ୍ରବାହିତ ହେଉଛି । ମଥାନୀରେ ବିପଦ ସଙ୍କେତ ୫.୫ମି ଥିବାବେଳେ ଜଳ ପ୍ରବାହିତ ହେଉଛି ୬.୪୩ ଉପରେ । ଉପରମୁଣ୍ଡ ମୟୁରଭଞ୍ଚରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି । ତେଣୁ ନଦୀରେ ଜଳସ୍ତର ବୃଦ୍ଧି ହେବା ପରେ ନଦୀକୂଳିଆ ଲୋକ ଏବେ ଭୟଭୀତ ।
Views: 102











