The Ultimate Managed Hosting Platform
ADVERTISEMENT

ବିଧାନସଭାରେ ହଟ୍ଟଗୋଳ ପ୍ରସଙ୍ଗ : ରାଜସ୍ୱ ମନ୍ତ୍ରୀଙ୍କ କ୍ଷୋଭ

Facebook
Twitter
LinkedIn

ଭୁବନେଶ୍ୱର : ବିଧାନସବାରେ ବିରୋଧୀଙ୍କ ଆଚରଣକୁ ନେଇ ରାଜସ୍ୱମନ୍ତ୍ରୀଙ୍କ କ୍ଷୋଭ । ବିରୋଧୀଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ପ୍ରଶ୍ନ ଉଠାଇଲେ । ଆଇନପ୍ରଣୟନକାରୀ ସଂସ୍ଥାର ସଦସ୍ୟ ଯଦି ନିଜେ ଉଲ୍ଲଂଘନ କରିବେ ତା ହେଲେ କଣ କରାଯାଇ ପାରିବ । ପୂର୍ବରୁ କୋର୍ଟ ମଧ୍ୟ ଏପରି ଘଟଣାକୁ ନେଇ ଟିକା ଟିପ୍ପଣୀ କରିଛନ୍ତି । ବାଚସ୍ପତିଙ୍କ ସାମ୍ନାରେ ହୁଇସିଲ , ଘଣ୍ଟ ବଜାଇବା କି ଆଚରଣ । ପୋଡିୟମ ଚଢିବା ଓ ମାଇକ ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି । ଏପରି ଆଚରଣ ଓଡିଶା ଓ ସଂସଦୀୟ ବ୍ୟବସ୍ଥା ପାଇଁ ଶୁଭଙ୍କର ନୁହେଁ । ମହିଳା ବିରୋଧୀ ହିଂସା ରୋକିବା ପାଇଁ ଆଲୋଚନା ଦରକାର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ସ୍ଥଗିତ, ପ୍ରଶ୍ନ ପତ୍ର ଲିକ କାରଣରୁ ସ୍ଥଗିତ

ଓଟିଇଟି ପ୍ରଶ୍ନପତ୍ର ଲିକ : ପ୍ରଧାନଶିକ୍ଷକ ନିଲମ୍ବିତ

ଭବାନୀପାଟଣା : ଓଟିଇଟି ପ୍ରଶ୍ନପତ୍ର ଲିକ୍ । ଗିରଫ ପ୍ରଧାନଶିକ୍ଷକ ନିଲମ୍ବିତ ହୋଇଛନ୍ତି । ପ୍ରଧାନଶିକ୍ଷକ ପ୍ରଶାନ୍ତ ଖମାରୀଙ୍କୁ ନିଲମ୍ବନ କଲା ଶିକ୍ଷା ବିଭାଗ । ସଦର...

ADVERTISEMENT
ଶ୍ରୀମନ୍ଦିର ଭିତରେ ବିଦେଶିନୀ

ଅସୁରକ୍ଷିତ ପୁରୀ ଶ୍ରୀମନ୍ଦିର : ପୁଣି ଧରାହେଲା ହିଡେନ କ୍ୟାମେରା

ପୁରୀ : ଅସୁରକ୍ଷିତ ପୁରୀ ଶ୍ରୀମନ୍ଦିର । ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ କ୍ୟାମେରା ଯୁକ୍ତ ଚଷମା । ପଶ୍ଚିମ ଦ୍ୱାର ନିକଟରୁ ଧରାପଡିଲା ହିଡେନ କ୍ୟାମେରା...

Login