The Ultimate Managed Hosting Platform
ADVERTISEMENT

ବିଧାନସଭା ଅଧିବେଶନ ; ୮ କଲେଜରୁ ଆସିଛି ଯୈ÷ାନ ନିର୍ଯ୍ୟାତନା ଅଭିଯୋଗ

Facebook
Twitter
LinkedIn

ଭୁବନେଶ୍ୱର : ୮ଟି କଲେଜରୁ ଆସିଛି ଛାତ୍ରୀ ଯୈ÷ାନ ନିର୍ଯ୍ୟାତନା ଓ ଶୋଷଣ ଅଭିଯୋଗ । ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍ତର । ରାଉରକେଲା ସ୍ୱୟଂଶାସିତ କେଲେଜରୁ ୩ ଘଟଣା ସାମ୍ନାକୁ ଆସିଛି । ଜିଏମ ବିଶ୍ୱବିଦ୍ୟାଳୟ ଓ ଯାଜପୁର ବାଲିଆ କଲେଜରୁ ଗୋଟିଏ ଅଭିଯୋଗ । ଅନୁଗୁଳ, ବରଗଡ, ଟିଟିଲାଗଡରୁ ଗୋଟିଏ ଲେଖାଏଁ ଅଭିଯୋଗ । ବାଲେଶ୍ୱର ଏଫଏମ କଲେଜରୁ ବି ଗୋଟିଏ ଅଭିଯୋଗ ଆସିଛି । ୭ଟି ଘଟଣାପେ ଅଧ୍ୟାପକଙ୍କ ବିରୋଧରେ ଯୈ÷ାନ ନିର୍ଯ୍ୟାତନା ଅଭିଯୋଗ । ଗୋଟିଏ କଲେଜରୁ ରାଗିଂ ଅଭିଯୋଗ ଆଣିଛନ୍ତି ଛାତ୍ରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login