The Ultimate Managed Hosting Platform
ADVERTISEMENT

ବିଦ୍ୟୁତ ତାର ନେଲା ଜୀବନ

Facebook
Twitter
LinkedIn

କୋଣାର୍କ: ରାସ୍ତାରେ ଝୁଲିଥିବା ବିଦ୍ୟୁତ ତାର ନେଲା ଜୀବନ । ବିଦ୍ୟୁତ ତାର ଲାଗି ଚନ୍ଦ୍ରଭାଗା ବ୍ୟବସାୟୀ ସଂଘ ସଭାପତିଙ୍କ ମୃତ୍ୟୁ । କୋଣାର୍କ-ଚନ୍ଦ୍ରଭାଗା ରାସ୍ତାର ହେଲିପ୍ୟାଡ ନିକଟରେ ଅଘଟଣ । ମୃତକ ଜଣକ ହେଉଛନ୍ତି କରମଙ୍ଗା ଗାଁର ଭାସ୍କର ବେହେରା । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ରୋକ । ମୃତଦେହ ଧରି ପୁରୀ କୋଣାର୍କ ଜାତୀୟ ରାଜପଥ ଅବରୋଧ କରାଯାଇଛି । ପୁରୀ କୋଣାର୍କ ଚନ୍ଦ୍ରଭାଗା ବୁଲିବାକୁ ଆସୁଥିବା ଶହଶହ ପର୍ଯ୍ୟଟକଙ୍କ ଗାଡି ଏବେ ରାସ୍ତାରେ ଅଟକ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login