ଖୋର୍ଦ୍ଧା : ଜନବସତି ନିକଟରୁ ଦନ୍ତା ହାତୀର ମୃତଦେହ ଠାବ । ଜଙ୍କିଆ ଥାନା ଡମଣଭୂଇଁ ଗାଁରୁ ଦନ୍ତା ହାତୀର ମୃତଦେହ ଠାବ । ବିତ୍ୟୁତ ଆଘାତରେ ମୃତ୍ୟୁ ସନେ୍ଦହ । ବନବିଭାଗର ତଦନ୍ତ ଜାରି । ଗତ କିଛି ବର୍ଷ ହେଲା ଚନ୍ଦକା ଜଙ୍ଗଲ ଛାଡି ଟାଙ୍ଗୀ ରେଞ୍ଜରେ ଡେରା ପକାଇଛନ୍ତି ହାତୀପଲ । ପୂର୍ବରୁ ଏହି ହାତୀପଲରେ ହାତୀ ସଂଖ୍ୟା ୨୩ ଥିବା ବେଳେ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୫ରେ ସୀମିତ ରହିଛି । ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି ।
Views: 68











