The Ultimate Managed Hosting Platform
ADVERTISEMENT

ବିଡିଓଙ୍କ ଶେଷକୃତ୍ୟ: ସାମିଲ ହେଲେନି ସହକର୍ମୀ

Facebook
Twitter
LinkedIn

ସିମୁଳିଆ : ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ଅନ୍ତିମ ସଂସ୍କାର ସଂପନ୍ନ । ଅନ୍ତିମ ସଂସ୍କାରରେ ଯୋଗ ଦେଲେନି କୈାଣସି ବିଭାଗୀୟ ଅଧିକାରୀ । କୈାଣସି ଅଧିକାରୀ ଯୋଗ ନ ଦେବାରୁ ମୃତ ବିଡିଓଙ୍କ ପତ୍ନୀଙ୍କ କ୍ଷୋଭ ପ୍ରକାଶ । କେହି ବିଅଧିକାରୀ ପରିବାରକୁ ସମବେଦନା ଜଣାଇବାକୁ ଆସିଲେନି । ତଦନ୍ତ ନେଇ ପ୍ରତିକ୍ରିୟା ପ୍ରକାଶ କଲେ ବିଡିଓଙ୍କ ପତ୍ନୀ ।
ପୂର୍ବରୁ ବିଡିଓଙ୍କ ବାପା ଦେଇଥିବା ପ୍ରତିକ୍ରିୟା ମଧ୍ୟ ସନ୍ଦେହ ସୃଷ୍ଟି କରିଥିଲା । ପୁଅକୁ ଛୁଟି ମିଳୁନଥିବା କହିଥିଲେ ବାପା । ଗତ ବର୍ଷ ଅକ୍ଟୋବର ମାସ ୨୨ ତାରିଖରୁ ସେ ଘରକୁ ଯାଇନଥିଲେ । ତେଣୁ ମାନସିକ ଚାପରେ ରହୁଥିବା ଅଭିଯୋଗ ଅଣିଥିଲେ ବିଶ୍ୱରଂଜନଙ୍କ ବାପା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login