The Ultimate Managed Hosting Platform
ADVERTISEMENT

ବିଡିଓଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ

Facebook
Twitter
LinkedIn

ନବରଙ୍ଗପୁର : ଘରେ କେହିନଥିବାର ସୁଯୋଗ ପାଇଁ ବୁଲାଇଲେ କଳାକନା । ନବରଙ୍ଗପୁର ବ୍ଲକ ବିଡିଓ ସୁନୀଲ ଖରାଙ୍କ ବାସଭବନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଶନିବାର ବିଡିଓ ସୁନୀଲ ଖରା ରାୟଗଡ଼ା ଯାଇଥିବା ବେଳେ, ଘର ସ୍କାଏ ଲାଇଟ ଭାଙ୍ଗି ୨୦ ହଜାର ଟଙ୍କା ଲୁଟିନେଇଛି ଚୋର । ଏନେଇ ଟାଉନଥାନା ଅଭିଯୋଗ ପରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତନାଘନା ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login