The Ultimate Managed Hosting Platform
ADVERTISEMENT

ବିଜେପି-ବିଜେଡି ଡିଲ : ଭକ୍ତ ଦାସ

Facebook
Twitter
LinkedIn

ଭୁବନେଶ୍ୱର : ୱକଫ ବିଲରେ ବିଜେଡି ସମର୍ଥନକୁ ନେଇ କଟାକ୍ଷ କଲେ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ । ବିଜେପି-ବିଜେଡି ଡିଲ ହୋଇଥିବା କହିଲେ । ଦିଲ୍ଲୀରେ ନବୀନଙ୍କୁ ନେଇ ଡିଲ୍ କରିଛନ୍ତି ମାନସପୁତ୍ର । ବିଜେପି ନିକଟରେ ନବୀନଙ୍କୁ ବିକିଛନ୍ତି ମାନସପୁତ୍ର । ଉଭୟ ବିଜେପିକୁ ଚାଲିଯିବେ , ବଳି ପଡିବେ ଅନ୍ୟ ବିଜେଡି ନେତା । ମାନସପୁତ୍ରଙ୍କୁ ବଞ୍ଚାଇବାକୁ ଯାଇ ଡିଲ ହୋଇଥିବା କହିଲେ ଭକ୍ତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login