The Ultimate Managed Hosting Platform
ADVERTISEMENT

ବିଜେପି-ବିଜେଡି ଗୋଟିଏ ଦଳ : ତାରା

Facebook
Twitter
LinkedIn

ଭୁବନେଶ୍ୱର : ରାତି ସାରା ବିଧାନସଭା ଚାଲିବାକୁ ନେଇ ବିଜେଡିକୁ କଂଗ୍ରେସର ଟାର୍ଗେଟ । କଂଗ୍ରେସ ଭବନରେ ପ୍ରେସମିଟ କରି ବର୍ଷିଲେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ । ବିଜେପି ସହ ବିଜେଡି ମିଶିକି ଅଛି ବୋଲି ପ୍ରମାଣିତ ହେଲା କହିଲେ ତାରା । ବିଜେଡି ରାତି ସାରା ସହଯୋଗ କରିବାରୁ ୨ଟି ବିଲ୍ ପାରିତ ହେଲା । ବିଜେପି-ବିଜେଡି ଗୋଟିଏ ଦଳ ବୋଲି ପ୍ରମାଣିତ ହେଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login