The Ultimate Managed Hosting Platform
ADVERTISEMENT

ବିଜେପି ନେତାଙ୍କୁ ଗୁଳିକରି ହତ୍ୟା

Facebook
Twitter
LinkedIn

ଛତିଶଗଡ : ବିଜେପି ନେତାଙ୍କୁ ଗୁଳିକରି ହତ୍ୟା କଲେ ମାଓବାଦୀ । ବିଜାପୁର ଜିଲ୍ଲା ଜଙ୍ଗଲା ଥାନା ଅଞ୍ଚଳରେ ମାଓ ବର୍ବରତା । ବିଜେପି ନେତା ତଥା ଠିକାଦାର କୈଳାଶ ନାଗଙ୍କୁ ଗୁଳିକରି ହତ୍ୟା । ଠିକା କାମରେ ନିୟୋଜିତ ଜେସିବି ମଧ୍ୟ ଜାଳିଦେଲେ ମାଓବାଦୀ । ଗତ ୧ ବର୍ଷ ମଧ୍ୟରେ ୯ ଜଣଙ୍କୁ ହତ୍ୟା କଲେଣି ମାଓବାଦୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login