ସମ୍ବଲପୁର : ସମ୍ବଲପୁର ଯାଉଥିବା ବିଜେପି ନେତା ଅଟକ । ବିଜେପି ନେତାଙ୍କୁ ଅଟକ କଲା ଠେଲକୁଲି ପୁଲିସ । ଠେଲକୁଲି ଥାନାରେ ସମସ୍ତ ବିଜେପି ନେତା । ସାଂସଦ ଓ ବିଧାୟକ ହେଲେ ଅଟକ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗିରଫ । ଅଟକ ରଖାଯାଇଥିବା ନେଇ ସମ୍ବଲପୁର ଏଏସପି ତପନ ମହାନ୍ତିଙ୍କ ସୂଚନା । ଝାରସୁଗୁଡାରୁ ସମ୍ବଲପୁର ଯିବା ବେଳେ ଅଟକାଇଥିଲା ପୁଲିସ । ସମ୍ବଲପୁର ପ୍ରବେଶପଥରେ ନେତାମାନଙ୍କୁ ଅଟକାଇଥିଲା ପୋଲିସ ।
Views: 79