The Ultimate Managed Hosting Platform
ADVERTISEMENT

ବିଜେଡି ସରକାର ଯାଉଛି-ମନମୋହନ

Facebook
Twitter
LinkedIn

ଭୁବନେଶ୍ୱର : ବିଜେଡି ସରକାର ଯାଉଛି ବୋଲି କହିଲେ ମନମୋହନ ସାମଲ । ମିଶ୍ରଣ ପର୍ବରେ ନେତାଙ୍କୁ ସ୍ୱାଗତ କରି ମନମୋହନଙ୍କ ମନ୍ତବ୍ୟ । ରାଜ୍ୟରେ ସରକାର ବଦଳୁଛି, ବିଜେଡି ସରକାର ଯାଉଛି । ବିଜେଡି ସରକାର ଯାଉଛି , ବିଜେପି ସରକାର ଆସୁଛି । ଆପଣଙ୍କ ସହଯୋଗ ଭୁଲିବୁନି ବୋଲି ନବାଗତଙ୍କୁ କହିଲେ ସଭାପତି । ଆଜି ରାଜ୍ୟ ବିଜେପି କାର୍ୟ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ, ବିଧାୟକ ପ୍ରଶାନ୍ତ ଜବଦ୍ଦେବ ଓ ବରିଷ୍ଠ ନେତା ସଜ୍ଜନ ଶର୍ମାଙ୍କ ଗହଣରେ ଉତ୍ତର ଭୂବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେପିରେ ସାମିଲ ହୋଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login