ଭୁବନେଶ୍ୱର : ପୁଣି ସୋସିଆଲ ମିଡିଆରେ ବିଜେଡିକୁ କଟାକ୍ଷ କଲେ ଶ୍ରୀମୟୀ ମିଶ୍ର । ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ଏଣ୍ଟ୍ରିକୁ ନେଇ ପ୍ରଶ୍ନ ଉଠାଇଲେ ଶ୍ରୀମୟୀ । ବିଜେଡିର ଉତ୍ତରାଧିକାରୀ ଟଣାଓଟରାକୁ ନେଇ ଶ୍ରୀମୟୀଙ୍କ ଆକ୍ଷେପ । କିଏ କାହା ଟିମରେ ରହିବ ତାକୁ ନେଇ ଚାଲିଛି ଟଣାଓଟରା । ବିଜେଡି ମୁଖିଆ କାହାକୁ ଗୁରୁତ୍ୱ ଦେଉନଥିବା ଶ୍ରୀମୟୀଙ୍କ ବ୍ୟଙ୍ଗ କବିତା । କାହାର ହେବ ସବୁଜ ମୁକୁଟ , ମୁଖିଆ ଦେଉ ନାହାନ୍ତି କାହାକୁ ଗୁରୁତ୍ୱ । ବଣ ଭୋଜି ଖାଇ କିଛି ଆଶ୍ୱସ୍ତି , ଅଧିକାରୀ ସାବ୍ୟସ୍ତ ପାଇଁ ଟଣାଓଟରା । କାହା ଟିମରେ କିଏ ଦେବ ଧରା, କିଏ ଅନୁଗତ ହେବାର ନାଟକ କଲା । ବିଜେଡିର ଉତ୍ତରାଧିକାରୀ ନେଇ ମୁଖିଆ ଦେଲେନି ସବୁଡ ସଙ୍କେତ ।
Views: 68











