ଭୁବନେଶ୍ୱର : ବିଜେଡି ଆନେ୍ଦାଳନକୁ ଇରାଶିଷ ଆଚାର୍ଯ୍ୟଙ୍କ ସମାଲୋଚନା । କ୍ଷମତା ସଂକୁଚିତ ହୋଇନାହିଁ , ୪୦ ପ୍ରତିଶତ ପିସି କାରବାରରେ ରୋକ ଲାଗିଛି । ବିଜେଡିର ଚାମଚା ଏବଂ ଠିକାଦାରଙ୍କୁ ବାଧୁଛି । ମୋହନ ସରକାର ପଞ୍ଚାୟତକୁ ଶକ୍ତିଶାଳୀ କରିଛନ୍ତି । ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର । ପଞ୍ଚାୟତ ପ୍ରତିନିଧି ସାମିଲ ହେବେ, ପଲ୍ଲୀସଭା କରି ଗାଁକୁ ବିକଶିତ କରାଯିବ । ବିଜେଡି ତାମିଲ ବାବୁଙ୍କ ନିଦେ୍ର୍ଦଶରେ ଗ୍ରାମସଭା କରାଇ ଦେଉ ନ ଥିଲେ । ବିଜେଡି ବିଧାନସଭା ଭିତରେ ଓ ବାହାରେ ଡ୍ରାମା କରୁଛନ୍ତି ।
Views: 46