ରାୟଗଡା : ବିଚ ରାସ୍ତାରେ ଯୁବକଙ୍କୁ ଛୁରି ଭୁସି ହତ୍ୟା । ଗୌତମନଗର ମହିଳା ମହାବିଦ୍ୟାଳୟ ନିକଟରେ ହତ୍ୟା । ମାମୁ ଝିଅକୁ ସ୍କୁଲ ଛାଡି ଆସିଥିବା ବେଳେ ଛୁରା ମାଡ । ବାଇକରେ ଆସି ୩ ଯୁବକ ଛୁରାମାଡ କରିଥିବା ଅଭିଯୋଗ । ତେବେ କାହିଁକି ଛୁରାମାଡ ହୋଇଛି ସେ ନେଇ କାରଣ ଅସ୍ପଷ୍ଟ ରହିଛି ।
Views: 105











