ନୂଆଦିଲ୍ଲୀ : ପାକିସ୍ତାନୀ ରେଞ୍ଜର୍ସଙ୍କ ଦ୍ୱାରା ଅଟକ ବିଏସଏଫ ଯବାନଙ୍କୁ ମୁକୁଳାଇବାକୁ ଉଦ୍ୟମ । ପାକିସ୍ତାନୀ ରେଞ୍ଜର୍ସଙ୍କ ସହ ବିଏସଏଫର ତୃତୀୟ ଫ୍ଲାଗ ବୈଠକ । କେନ୍ଦ୍ର ଗୃହ ସଚିବଙ୍କୁ ଭେଟିଲେ ବିଏସଏଫ ଡିଜି । ପାକ୍ ସେନା ଦ୍ବାରା ଅଟକ ହେଡ କନଷ୍ଟେବଳଙ୍କୁ ଖଲାସ ପାଇଁ ପରିବାର ଲୋକଙ୍କ ଅନୁରୋଧ । ବୁଧବାର ଅସାବଧାନତା ବଶତଃ କନଷ୍ଟେବଲ ପୂର୍ଣ୍ଣମ କୁମାର ସା ଫିରୋଜପୁର ସେକ୍ଟରରେ ପାକ୍ ସୀମାରେ ପ୍ରବେଶ କରିଥିଲେ । ତାଙ୍କୁ ସୁରକ୍ଷିତ ଭାବେ ଫେରାଇକୁ ପରିବାର ଲୋକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ପତୀଙ୍କ ସୁରକ୍ଷିତ ଫେରିବା ବାଟକୁ ଚାହିଁ ରହିଛନ୍ତି ପତ୍ନୀ । ପୂର୍ଣ୍ଣମଙ୍କ ଘର ପଶ୍ଚିମବଙ୍ଗର ହୁଗଳି ଅଞ୍ଚଳରେ । ତାଙ୍କର ସାତ ବର୍ଷର ପୁଅ ଅଛି । ଏ ନେଇ ବୈଦେଶିକ ମନ୍ତ୍ରାଳୟ ପାକିସ୍ତାନ ସହ ଯୋଗାଯୋଗରେ ଅଛନ୍ତି । ଦୁଇ ପକ୍ଷ ମଧ୍ୟରେ ବାରମ୍ବାର ଆଲୋଚନା ହୋଇଥିଲେ ବି ବିଏସଏଫ ଯବାନଙ୍କୁ ଛାଡିବା ନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ । ପୂର୍ଣ୍ଣମ କୁମାର ବିଏସଏଫର ୧୮୨ତମ ବାଟାଲିୟନରେ କାର୍ୟ୍ୟରତ ଥିଲେ ।
ବିଏସଏଫ ଯବାନଙ୍କୁ ମୁକୁଳାଇବାକୁ ଉଦ୍ୟମ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











