ଭୁବନେଶ୍ବର : ରାଜଧାନୀର କାନ୍ଥ ବାଡ଼ରେ ଆଉ କୌଣସି ରାଜନୈତିକ ଦଳର ପୋଷ୍ଟର ଲାଗିପାରିବ ନାହିଁ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବିଏମସି ପକ୍ଷରୁ ଏହି କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଯେଉଁ ଦଳ ଗୁଡିକ ପୋଷ୍ଟର ଲଗାଇଛନ୍ତି ସେଗୁଡିକ ହଟାଇବା ପାଇଁ କାର୍ୟ୍ୟ ଆରମ୍ଭ କରିଛି ବିଏମସି। ସେହିପରି ବିଭିନ୍ନ ସ୍ଥାନରେ ଲାଗିଥିବା ବଡ଼ ବଡ଼ ହୋଡିଂ ମଧ୍ୟ ହଟାଯାଉଥିବା ସୂଚନା ଦେଇଛନ୍ତି ବିଏମସି କମିଶନର।
Views: 72