The Ultimate Managed Hosting Platform
ADVERTISEMENT

ବିଏମସି ଜାରିକଲା ହେଲ୍ପଲାଇନ ନମ୍ବର

Facebook
Twitter
LinkedIn

ଭୁବନେଶ୍ୱର : ରେଳ ଦୁର୍ଘଟଣାର ମୃତଦେହ ସମ୍ପର୍କରେ ଜାଣିବାକୁ ବିଏମସିର ବ୍ୟବସ୍ଥା । ବିଏମସି ପକ୍ଷରୁ ଜାରିକଲା ହେଲ୍ପ ଲାଇନ ନଂ-୧୯୨୯ । ହେଲ୍ପ ଲାଇନକୁ ଫୋନ୍ କରି ଜାଣିହେବ ମୃତଦେହ ରଖାଯାଇଥିବା ସ୍ଥାନ । ଭୁବନେଶ୍ୱରର ଏକାଧିକ ହସ୍ପିଟାଲରେ ୧୭୦ଟି ମୃତଦେହ ସରଂକ୍ଷିତ । ସମ୍ପର୍କୀୟ ହସ୍ପିଟାଲରୁ ହସ୍ପିଟାଲ ନ ବୁଲିବାକୁ ବିଏମସିର ବ୍ୟବସ୍ଥା । ସମ୍ପର୍କୀୟ ଚାହିଁଲେ ଭୁବନେଶ୍ୱରରେ କରିପାରିବେ ମୃତଦେହ ସଂସ୍କାର । ବିଏମସି ୱେବସାଇଟରେ ମୃତକଙ୍କ ଫଟୋ ବିବରଣୀ ସ୍ଥାନିତ ହେବ । ବିମେସି କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କ ସୂଚନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login