ଦାରିଙ୍ଗବାଡି : ଦାରିଙ୍ଗବାଡି ବିଇଓ ରସାନନ୍ଦ କରଙ୍କୁ ଉଠାଇନେଲା ଭିଜିଲାନ୍ସ । ଦାରିଙ୍ଗବାଡି ସ୍ଥିତ ଘରୁ ଉଠାଇ ନେଇ ବିଇଓଙ୍କୁ ପଚରାଉଚରା । ପେନସନ ସ୍କିମ ଟଙ୍କା ହଡପ ଅଭିଯୋଗରେ ଭିଜିଲାନ୍ସର ଜେରା । ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ଟିମ କରୁଛି ପଚରାଉଚରା । ୨୦ ଲକ୍ଷ ହଡପ କରି ସେୟାର ମାର୍କେଟରେ ନିବେଶ କରିଥିବା ଅଭିଯୋଗ ଥିଲା । ଶିକ୍ଷକଙ୍କ ଅଭିଯୋଗ ପରେ ବିଇଓଙ୍କୁ ଧରିଲା ଦାରିଙ୍ଗବାଡି ଭଇଜିଲାନ୍ସ । ଗିରଫ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ।
Views: 93











