ଭୁବନେଶ୍ୱର : ବାୱରିଆ ଗାଙ୍ଗର ରହସ୍ୟ ଖୋଲିବ କମିଶନରେଟ ପୋଲିସ । ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ କମିଶନରେଟ ପୋଲିସ । ଆସନ୍ତା ସୋମବାର ଆବେଦନ କରିବ କମିଶନରେଟ ପୋଲିସ । ଉତ୍ତର ପ୍ରଦେଶ ଓ ଦିଲ୍ଲୀ ଯାଞ୍ଚ ପାଇଂ ୨ଟି ଟିମ୍ ଗଠନ । ଗ୍ୟାଙ୍ଗର ଅପରାଧ ଇତିହାସ ଓ ସହଯୋଗୀ ସମ୍ପର୍କରେ ତଥ୍ୟ ନେବ । ୟୁପିରୁ ଆସି ରାଜ୍ୟ ସାରା ଲୁଟି ପୁରୀରେ ଅୟସ କରୁଥିଲେ ଲୁଟେରା । ୪ ଜଣଙ୍କୁ ଗିରଫ କରିଥିଲା ସ୍ପେଶାଲ ସ୍କ୍ବାର୍ଡ । ସେମାନଙ୍କ ନାଁରେ ଓଡ଼ିଶାରେ ୨୮ଟି କେସ୍ ରହିଛି । ଖୁବଶୀଘ୍ର ଜେଲରେ ଟିଆଇ ପରେଡ଼ କରିବ ପୋଲିସ । ତେବେ ଗିରଫ ହୋଇଥିବା ସମସ୍ତ ୪ ଜଣଙ୍କ ଘର ୟୁପି ସାମଲି ଜିଲ୍ଲାରେ ।
Views: 117











