The Ultimate Managed Hosting Platform
ADVERTISEMENT

ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ମହିଳା ପାଇଲଟଙ୍କ ସମେତ ୨ ପାଇଲଟ୍ ନିରାପଦ

Facebook
Twitter
LinkedIn

ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକର ଚାମରାଜନଗର ଅନ୍ତର୍ଗତ ବୋଗପୁର ଗାଁ ନିକଟରେ ଭାରତୀୟ ବାୟୁସେନାର ଗୋଟାଏ ‘ସୂର୍ୟ୍ୟ କିରଣ’ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ‘ଏଏନ୍ଆଇ’ ରିପୋର୍ଟ କରିଛି। ତାଲିମ୍ ପାଇଁ ଉଦ୍ଦିଷ୍ଟ ଏହି ବିମାନଟି ସବୁ ଦିନ ଭଳି ଆଜି ମଧ୍ୟ ସ୍ବଳ୍ପ ଦୂରତ୍ବ ତାଲିମ ଉଡ଼ାଣରେ ନିୟୋଜିତ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ପଡ଼ିବା ଆଗରୁ ଜଣେ ମହିଳା ପାଇଲଟଙ୍କ ସମେତ ୨ଜଣ ପାଇଲଟ୍ ବିମାନରୁ ବାହାରି ରକ୍ଷା ପାଇଯାଇଛନ୍ତି।ଦୁର୍ଘଟଣାର କାରଣ ଜାଣିବା ଲାଗି ‘କୋର୍ଟ ଅଫ୍ ଇନକ୍ବାରି’ ଆଦେଶ ଦିଆଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login