The Ultimate Managed Hosting Platform
ADVERTISEMENT

ବାୟୁ ପ୍ରଦୂଷଣ ; ୫ ରାଜ୍ୟର ସତ୍ୟପାଠକୁ ନେଇ ସୁପ୍ରିମକୋର୍ଟ ଖପ୍ପା

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଲ୍ଲୀରେ ଉକ୍ରଟ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିକୋର୍ଟଙ୍କ ଭତ୍ସନା । ୫ ରାଜ୍ୟର ଦାଖଲ ସତ୍ୟପାଠକୁ ନେଇ ସୁପ୍ରିମକୋର୍ଟ ଖପ୍ପା । ଦିଲ୍ଲୀ, ହରିୟାଣା, ପଞ୍ଜାବ , ୟୁପି ଓ ରାଜସ୍ଥାନ ସତ୍ୟପାଠକୁ ନେଇ ଖପ୍ପା । ପଞ୍ଜାବ ସରକାରଙ୍କୁ ଭତ୍ସନା କଲେ ୩ ଜଣିଆ ଖଣ୍ଡପୀଠ । ତୁରନ୍ତ ପାଳ ଜାଳିବା ପ୍ରସ୍ତାବକୁ ବନ୍ଦ କରିବାକୁ ପଞ୍ଜାବ ସରକାରଙ୍କୁ ନିଦେ୍ର୍ଦଶ । ରାଜନୀତି ନ କରି ତୁରନ୍ତ ପାଳ ଜାଣିବାକୁ ବନ୍ଦ କରିବାକୁ ନିଦେ୍ର୍ଦଶ । ଆମେ ଜାଣିନୁ କେମିତି ରୋକିବେ କିନ୍ତୁ ତୁରନ୍ତ ବନ୍ଦ କରନ୍ତୁ । ପ୍ରଦୂଷଣ ରୋକିବାକୁ ପଦକ୍ଷେପ ବାବଦରେ କେନ୍ଦ୍ରକୁ ପ୍ରଶ୍ନ କଲେ । ତୁରନ୍ତ ବୈଠକ ଡାକି ତକôାଳ ସମାଧାନ ରାସ୍ତା ବାହାର କରନ୍ତୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login