The Ultimate Managed Hosting Platform
ADVERTISEMENT

ବାହୁଡାରେ ଅଘଟଣ ନ ଘଟୁ, କର୍ଡନ ପାସ ନିଷିଦ୍ଧ ହେଉ -ଅରୁଣ ସାହୁ

Facebook
Twitter
LinkedIn

ପୁରୀ : ରଥଯାତ୍ରା ବିଭ୍ରାଟ ପରେ ସେହି ଧରଣର ସ୍ଥିତି ବାହୁଡ଼ାରେ ନଘଟୁ। ବାହୁଡ଼ାରେ ଭିଆଇପି ଓ ଭିଭିଆଇପି ସଂସ୍କୃତି ବନ୍ଦ ହେଉ ବୋଲି କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି- ପ୍ରଭୁ ଜଗନ୍ନାଥଙ୍କ ପାଖରେ ସବୁ ସମାନ। ଯେଉଁମାନେ ଅଧିକୃତ ସେମାନଙ୍କୁ ଡ୍ୟୁଟି ପାସ ଦେଇ କର୍ଡନ ଭିତରକୁ ଛଡ଼ା ଯାଉ। ସରକାରୀ ଦଳର କାହାକୁ କର୍ଡନ ଭିତରକୁ ଛଡ଼ା ନଯାଉ। ସେ ଆଇନ୍ ମନ୍ତ୍ରୀ ଥିବାବେଳେ ଗୋଟିଏ ହେଲେ ବି କର୍ଡନ ପାସ୍ ଦିଆଯାଇ ନଥିଲା। କର୍ଡନ ପାସ ନିଷିଦ୍ଧ ହେଉ ବୋଲି ସେ ଦାବି କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

ADVERTISEMENT

Login