The Ultimate Managed Hosting Platform
ADVERTISEMENT

ବାହାନଗା ସ୍କୁଲରେ ମାଟ୍ରିକ ପରୀକ୍ଷା

Facebook
Twitter
LinkedIn

ବାଲେଶ୍ୱର : ବାହାନଗା ସ୍କୁଲରେ ବି ହେଉଛି ମାଟ୍ରିକ ପରୀକ୍ଷା । ୧୮୯ ପରିକ୍ଷାର୍ଥୀ ଆସିଛନ୍ତି ସ୍କୁଲ । କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପରେ ଏହି ସ୍କୁଲରେ ହିଁ ଶହଶହ ଶବ ରଖାଯାଇଥିଲା । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଭୟ ରହିଥିଲା । ପରେ ସ୍କୁଲକୁ ଭଙ୍ଗାଯାଇ ନୂଆ ସ୍କୁଲ ଘର ନିର୍ମାଣ କରାଯାଇଥିଲା । ଏହି ବାହାନଗା ସ୍କୁଲରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ଏବେବି ଛାତ୍ରଛାତ୍ରୀଙ୍କ ଭିତରେ ଶଙ୍କା ରହିଛି । ଗତ କିଛି ମାସ ବିତିବା ପରେ ଛାତ୍ରଛାତ୍ରୀ ସ୍କୁଲ ଯାଇ ପାଠ ପଢିଥିଲେ ଆଉ ଆଜି ବାହାନଗା ସ୍କୁଲରେ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୀପାବଳି ପାଇଁ କଟକଣା ; ସନ୍ଧ୍ୟା ୭ଟାରୁ ୯ଟାଯାଏଁ ଫୁଟାଇବେ ବାଣ

ଦୀପାବଳି ପାଇଁ କଟକଣା ; ସନ୍ଧ୍ୟା ୭ଟାରୁ ୯ଟାଯାଏଁ ଫୁଟାଇବେ ବାଣ

ଭୁବନେଶ୍ୱର : ଚଳିତବର୍ଷ ଅକ୍ଟୋବର ୨୦ ତାରିଖରେ ସାରା ଦେଶ ପାଳନ କରିବ ଦୀପାବଳି । ତେବେ ପ୍ରତିଥର ବାଣକୁ ନେଇ ଗାଇଡଲାଇନ୍ ଆସୁଥିବା ବେଳେ ଚଳିତବର୍ଷ...

ADVERTISEMENT

Login