The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ବାହାନଗା ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ଜାରି

Facebook
Twitter
LinkedIn

ଭୁବନେଶ୍ୱର : ବାହାନଗା ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ଜାରି । ସିଗନାଲ ଜେଇଙ୍କୁ ତାଙ୍କ ସୋର ସ୍ଥିତ ଭଡାଘରକୁ ନେଲା ସିବିଆଇ । ସିଗଲାନ ଜେଇଙ୍କ ଉପସ୍ଥିତିରେ ଭଡାଘରକୁ ଖୋଲିଲା ସିବିଆଇ । ଭଡାଘରେ ସିଗନାଲ ଜେଇଙ୍କୁ ସିବିଆଇର ପଚରାଉଚରା ଓ ଛାନଭିନ । ପୂର୍ବରୁ ସିଗନାଲ ଜେଇଙ୍କ ସୋର ଭଡାଘରକୁ ସିଲ କରିଥିଲା ସିବିଆଇ । ସୂଚନାଯୋଗ୍ୟ, ଗତକାଲି ୩ ଜଣିଆ ସିବିଆଇ ଟିମ ଗତକାଲି ସୋର ସ୍ଥିତ ଅମୀରଙ୍କ ଭଡ଼ା ଘରେ ଚଢ଼ାଉ କରିଥିଲେ। ତାଙ୍କ ପତ୍ନୀ ଘରେ ନଥିବାରୁ ସିବିଆଇ ଅପେକ୍ଷା କରି କରି ଗତକାଲି ସନ୍ଧ୍ୟାରେ ଘର ସିଲ କରିଥିଲା। ଟିମ୍ ସିଲ ପରେ ଫେରି ଆସିଥିଲା। ସୋର ଥାନାର ଦୁଇଜଣ ପୋଲିସ କର୍ମଚାରୀ ଘର ଜଗିଥିଲେ। ଯାହା ଜଣାପଡ଼ିଛି ଶ୍ରୀ ଖାନଙ୍କ ପତ୍ନୀ ପଶ୍ଚିମବଙ୍ଗସ୍ଥିତ ନିଜ ଘରକୁ ଯାଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସୋଭନା ମହାନ୍ତିଙ୍କୁ ମହିଳା କମିଶନ ଅଧ୍ୟକ୍ଷା ଓ ବବିତା ପାତ୍ରଙ୍କୁ ଶିଶୁ ସୁରକ୍ଷା ଆୟୋଦ ଅଧ୍ୟକ୍ଷା ଭାବେ ନିଯୁକ୍ତ ଦେଲେ ରାଜ୍ୟ ସରକାର

ସୋଭନା ମହାନ୍ତିଙ୍କୁ ମହିଳା କମିଶନ ଅଧ୍ୟକ୍ଷା ଓ ବବିତା ପାତ୍ରଙ୍କୁ ଶିଶୁ ସୁରକ୍ଷା ଆୟୋଦ ଅଧ୍ୟକ୍ଷା ଭାବେ ନିଯୁକ୍ତ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : ସୋଭନା ମହାନ୍ତି ହେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା । ୩ ବର୍ଷ ପାଇଁ ନିଯୁକ୍ତ ହେଲେ ରାଜ୍ୟ ସରକାର । ନିଯୁକ୍ତି ନେଇ...

ଉତ୍ତରକାଶୀରେ ବାଦଲ ଫଟା ବର୍ଷା, ବାଦଲଫଟା ବର୍ଷାରେ ଭାସିଗଲା ଘର

ଉତ୍ତରକାଶୀରେ ବାଦଲ ଫଟା ବର୍ଷା, ବାଦଲଫଟା ବର୍ଷାରେ ଭାସିଗଲା ଘର

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ବାଦଲଫଟା ବର୍ଷା । ପାହାଡିଆ ଅଞ୍ଚଳରେ ବାଦଲଫଟା ବର୍ଷା ଯୋଗୁ ଭୂସ୍ଖଳନ । ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ ଜନଜୀବନ...

ADVERTISEMENT
ଜମ୍ମୁକାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ

ଜମ୍ମୁକାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ

ନୂଆଦିଲ୍ଲୀ : ଜମ୍ମୁକାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ । ୭୯ ବର୍ଷ ବୟସରେ ସତ୍ୟପାଲ ମଲ୍ଲିକଙ୍କ ପରଲୋକ । ଆରଏମଏଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ...

ଏମକେସିଜିରେ ଗୋଟିଏ ସିଲିଣ୍ଡର ୨ ଶିଶୁଙ୍କୁ ଦିଆଯିବା ଘଟଣା : ରିପୋର୍ଟ ମାଗିଲେ ଆରଡିସି

ଏମକେସିଜିରେ ଗୋଟିଏ ସିଲିଣ୍ଡର ୨ ଶିଶୁଙ୍କୁ ଦିଆଯିବା ଘଟଣା : ରିପୋର୍ଟ ମାଗିଲେ ଆରଡିସି

ଭୁବନେଶ୍ୱର : ଏମକେସିଜିରେ ଗୋଟିଏ ସିଲିଣ୍ଡର ୨ ଶିଶୁଙ୍କୁ ଦିଆଯିବା ଘଟଣା । ଏମକେସିଜି ଅଧକ୍ଷଙ୍କୁ ରିପୋର୍ଟ ମାଗିଲେ ଦକ୍ଷିଣାଞ୍ଚଳ ଆରଡିସି । ସୋସିଆଲ ମିଡିଆର ଏକ...

Login