The Ultimate Managed Hosting Platform
ADVERTISEMENT

ବାହାଘର ଭାଙ୍ଗିବାରୁ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ

Facebook
Twitter
LinkedIn

ବ୍ରହ୍ମପୁର : ବାହାଘର ଭାଙ୍ଗିବାରୁ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ । ଦିନ ଦ୍ୱିପ୍ରହରେ ସାହି ମଝିରେ ବୁଲିଲା ଖଣ୍ଡା । ବାହାଘର ପ୍ରସ୍ତାବ ଭାଙ୍ଗିବା ପରେ ଗଣ୍ଡଗୋଳ ଓ ଖଣ୍ଡା ଧରି ଧମକ ଦେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ । ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗେଟ୍ ବଜାର ରାଧାକୃଷ୍ଣ ସାହିରେ ଘଟଣା ଦେଖିବାକୁ ମିଳିଛି । ଭିଡିଓ ଭାଇରାଲ ହେବା ପରେ ହିଞ୍ଜିଳିସାରୁ ଗାଁର କାହ୍ନା ଡାକୁଆ ଓ ରାଧାକୃଷ୍ଣ ସାହିର କାହ୍ନୁ ଡାକୁଆକୁ ଗିରଫ କରିଛି ଟାଉନ ଥାନା ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login