The Ultimate Managed Hosting Platform
ADVERTISEMENT

ବାସିଖାଦ୍ୟ ଖାଇ ୧୩ ଛାତ୍ରଛାତ୍ରୀ ଅସୁସ୍ଥ

Facebook
Twitter
LinkedIn

ରେଢାଖୋଲ : ବାସିଖାଦ୍ୟ ଖାଇ ୧୩ ଛାତ୍ରଛାତ୍ରୀ ଅସୁସ୍ଥ । ନାକଟିଦେଉଳର ଘରୋଇ ବିଦ୍ୟାମନ୍ଦିରରେ ଅଘଟଣା ଗୁରୁତର ଛାତ୍ରଛାତ୍ରୀଙ୍କୁ ନାକଟିଦେଉଳ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ହଷ୍ଟେଲରେ ରହିଯାଇଥିବା ବଳକା ଖାଦ୍ୟ ପିଲାଙ୍କୁ ଦିଆଯାଇଥିଲା। ବଳକା ଖାଦ୍ୟ ଖାଇବା ପରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ ଛାତ୍ରଛାତ୍ରୀ। ୧୩ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login