ବ୍ୟୁରୋ : ବାସି ରୁଟିରେ ସାଧାରଣତଃ ଭିଟାମିନ୍ସ , ମିନେରାଲ୍ସ , କ୍ୟାଲସିୟମ୍ , ଫସଫରସ୍ , ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ଭଳି ପୋଷାକ ତତ୍ତ୍ବ ଭରପୁର ମାତ୍ରାରେ ରହିଥାଏ । ବିନା ତେଲରେ ରୁଟି ପ୍ରସ୍ତୁତ ହେଉଥିବାରୁ ଏହା ସ୍ବାସ୍ଥ୍ୟପ୍ରଦ ଅଟେ । ତେଣୁ ଏହାକୁ ସକାଳ ଜଳଖିଆ ଭାବେ ଖାଇପାରିବେ । ଏହା ଖାଇଲେ ହଜମ ପ୍ରକ୍ରିୟା ଭଲ ରଖିବା ସହ ବ୍ଲଡପ୍ରେସର ଏବଂ ଓଜନ ନିୟନ୍ତ୍ରଣ ମଧ୍ୟ କରିଥାଏ ।ବାସି ରୁଟି ୧୨ ଘଣ୍ଟା ଯାଏଁ ଥଣ୍ଡା ସ୍ଥାନରେ ରହିଲେ, ଏହାର କମ୍ପୋଜିସନ ବଦଳିଯାଏ । ଏହାକୁ ଖାଇବା ଦ୍ବାରା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରେ । ଏହା ବ୍ୟତୀତ ରକ୍ତ ପ୍ରବାହକୁ ଠିକ୍ କରି ଶ୍ବାସନଳୀ ବ୍ଲକେଜକୁ ଦୂର କରିଥାଏ । ଯେଉଁମାନଙ୍କର ଶରୀରର ତାପମାତ୍ରା ଅନିୟନ୍ତ୍ରିତ ରହିଥାଏ ସେମାନଙ୍କ ପାଇଁ ବାସିରୁଟି ଉପଯୋଗୀ ହୋଇଥାଏ ।
ବାସିରୁଟିରୁ ପ୍ରଚୁର ପରିମାଣର ପ୍ରୋଟିନ ମିଳିଥାଏ । ଯାହା ଭଲ ମସଲସ୍ ବନାଇବା ସହ ଶରୀରକୁ ଶକ୍ତି ଯୋଗାଇଥାଏ । ଏଥିରେ କାର୍ବୋହାଇଡ୍ରେଟ୍ ଗୁଣ ଥିବାରୁ ଦୁର୍ବଳ ଏବଂ ଥକ୍କାପଣକୁ ଦୂର କରିଥାଏ । ହଜମ ଜନିତ ସମସ୍ୟା ପାଇଁ ବାସିରୁଟି ବେଷ୍ଟ ହୋଇଥାଏ । ଏଥିରେ ଫାଇବର ଥିବାରୁ ଗ୍ୟାସ, ପେଟ ଫୁଲିବା ଭଳି ସମସ୍ୟାରୁ ମଧ୍ୟ ଆରାମ ମିଳିଥାଏ । ଆମର ସାଧାରଣତଃ ଭିଟାମିନ୍ ଅଭାବ ଦେଖାଦେଇଥାଏ । ଯାହାକୁ ଖାଇବା ଦ୍ବାରା ଭିଟାମିନ୍ ଅଭାବ ଦୂର କରିବା ସହିତ ମୁଣ୍ଡବିନ୍ଧାରୁ ମଧ୍ୟ ଛୁଟକାରା ଦେଇଥାଏ । ଏଥିରେ କ୍ୟାଲସିୟମ ମଜବୁତ ହାଡ଼ ଗଠନ କରିବାରେ ସହାୟକ କରେ । ତେଣୁ ବାସି ରୁଟିକୁ ଜଳଖିଆ ପାଇଁ ଲାଭକାରୀ ବୋଲି ବିବେଚେନା କରାଯାଏ ।
ବାସି ରୁଟିର ଉପକାରିତା : ରକ୍ତଚାପ କରେ ନିୟନ୍ତ୍ରଣ
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







