The Ultimate Managed Hosting Platform
ADVERTISEMENT

ବାଲେଶ୍ୱର ଏଫଏମ କଲେଜରେ କ୍ରାଇମବ୍ରାଞ୍ଚ ଡିଜି

Facebook
Twitter
LinkedIn

ବାଲେଶ୍ୱର : ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା । ଏଫଏମ କଲେଜରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ଚତୁର୍ଥ ଦିନରେ କ୍ରାଇମବ୍ରାଞ୍ଚ ଟିମର ଖୋଳତାଡ । ଘଟଣାରେ ଅଧିକ ତଥ୍ୟ ହାସଲ ପାଇଁ ପଚରାଉଚରା ।
ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ସପ୍ତାହେ ବିତିଥିବା ବେଳେ ୩ଟି ସଂସ୍ଥା ଗତକାଲି ତଦନ୍ତ କରିଥିବା ଜଣାପଡ଼ିଛି। ଆଇସି କମିଟି ସଦସ୍ୟ, ମୃତ ଛାତ୍ରୀଙ୍କ ସାଙ୍ଗସାଥୀ, ବିଏଡ୍ ବିଭାଗର ଛାତ୍ରଛାତ୍ରୀ ଏବଂ ପୁରାତନ ଛାତ୍ରଛାତ୍ରୀ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି। ତଦନ୍ତକାରୀ ସଂସ୍ଥାଗୁଡ଼ିକ ଛାତ୍ରୀଙ୍କ ମୃତ୍ୟୁ ପାଇଁ କେଉଁ କେଉଁମାନେ ଦାୟୀ, ସେନେଇ ତଥ୍ୟ ସଂଗ୍ରହ କରୁଛନ୍ତି। ଯଦିଓ ତଦନ୍ତକାରୀ ଅଧିକାରୀମାନେ ଗଣମାଧ୍ୟମ ଆଗରେ କିଛି କହୁ ନାହାନ୍ତି, ସେମାନେ ଘଟଣା ସଂକ୍ରାନ୍ତରେ ଅନେକ ତଥ୍ୟ ହାସଲ କରିସାରିଥିବା ବିଶ୍ବସ୍ତସୂତ୍ରରୁ ଖବର ମିଳିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login