ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ବାଲିଗୁଡାରେ ସର୍ବାଧିକ ବର୍ଷା ହୋଇଛି । ବାଲିଗୁଡାରେ ସର୍ବାଧିକ ୧୩୫ ମିମି ବର୍ଷା ରେକର୍ଡ । ବରଗଡ ଅତାବିରାରେ ୧୨୪,୪ ମିମି ବର୍ଷା ରେକର୍ଡ । ଯୁଯୁମରାରେ ୧୨୦ ମିମି , ବାମରାରେ ୧୧୪.୪ ମିମି ବର୍ଷା ରେକର୍ଡ , ସୁନ୍ଦରଗଡରେ ୧୧୨.୨ , ଫରିଙ୍ଗିଆରେ ୧୦୫ ମିମି ବର୍ଷା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ୬ ଜିଲ୍ଲାରେ ଆଦୈା ବର୍ଷା ନାହିଁ । ପୁରୀ , ଖୋର୍ଦ୍ଧା , ନୟାଗଡରେ ଆଦୈା ବର୍ଷା ନାହିଁ । ଗଜପତି , ନବରଙ୍ଗପୁର ଏବଂ ନୂଆପଡାରେ ଆଦୈା ବର୍ଷା ନାହିଁ ।
Views: 90