ନୂଆଦିଲ୍ଲୀ : ମିଶାଇଲ ପ୍ରସ୍ତୁତ କରିବାରେ ପାରଙ୍ଗମ ଥିବା ଉତ୍ତର କୋରିଆ ସବୁଠାରୁ ବଡ ଏବଂ ଶକ୍ତିଶାଳୀ କ୍ଷେପଣାସ୍ତ୍ର ର ଦେଶ ଭାବରେ ପରିଗଣିତ ହୋଇଛି । ନିକଟରେ ପୁଣି ଥରେ ଉତ୍ତର କୋରିଆ ନିଜର କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି । ଏହି ଅନ୍ତଃମହାଦ୍ୱିପୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସୀମା ୧୩୦୦୦ କିଲୋମିଟର ବୋଲି କୁହାଯାଉଛି । ଏହା ପ୍ରଥମେ ଜୁଲାଇ ୪, ୨୦୧୭ ରେ ପରୀକ୍ଷା କରାଯାଇଥିଲା। ଏହି ରେଞ୍ଜ କ୍ଷେପଣାସ୍ତ୍ର ୧୦,୪୦୦ କିଲୋମିଟର ପର୍ୟ୍ୟନ୍ତ ବୋଲି କୁହାଯାଉଛି।
ହ୍ୱାସଙ୍ଗ -୧୩ ଆନ୍ତମହାଦ୍ୱିପୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରଥମେ ୧୫ ଏପ୍ରିଲ ୨୦୧୨ ରେ ପରେଡରେ ପ୍ରଦର୍ଶିତ ହୋଇଥିଲା । ଏହାକୁ ବର୍ତ୍ତମାନ ଉତ୍ତର କୋରିଆ ସୈନ୍ୟବାହିନୀରୁ ହଟାଇ ଦିଆଯାଇଥିବା ଜଣାପଡିଛି।ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସୀମା ୪୫୦୦ କିଲୋମିଟର ଅଟେ । ଏହା ପ୍ରଥମ ଥର ପାଇଁ ୧୪ ମଇ ୨୦୧୭ ରେ ଲଞ୍ଚ କରାଯାଇଥିଲା। ହ୍ୱାସଙ୍ଗ -୧୦ ମଧ୍ୟ ଏକ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର । ଏହାର ପରିସର ୨୫୦୦ – ୪,୦୦୦ କିଲୋମିଟର ମଧ୍ୟରେ ବୋଲି କୁହାଯାଏ ।
ତେବେ ନିକଟ ଅତୀତ ମଧ୍ୟରେ ଉତ୍ତର କୋରିଆ ଅନେକ ମିଶାଇଲ ପରୀକ୍ଷଣ କରିବାରେ ଲାଗିଛି । ଉତ୍ତର କୋରିଆର ଶାସକ ମିଶାଇଲ ପରୀକ୍ଷଣ କରବାକୁ ନିଦେ୍ର୍ଦଶ ଦେଇଛନ୍ତି । ସେପଟେ ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଉତ୍ତର କୋରିଆର ମିଶାଇଲ ପରୀକ୍ଷଣ ଭୟ ବଢାଉଛି ।
ବାରମ୍ବାର ମିଶାଇଲ ପରୀକ୍ଷଣ କରି ଉତ୍ତର କୋରିଆ ଦେଉଛି କି ସଂକେତ !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











