The Ultimate Managed Hosting Platform
ADVERTISEMENT

ବାପା ତାଗିତ କଲେ ବୋଲି ….

Facebook
Twitter
LinkedIn

ସୋର : ବାପା ତାଗିଦ କରିବାରୁ ୧୭ ବର୍ଷୀୟ ପୁଅର ଆତ୍ମହତ୍ୟା । ଆର୍ତ୍ତପୁର ପଞ୍ଚାୟତ ହଂସ ପାଟଣା ଗାଁରେ ଅଭାବନୀୟ ଘଟଣା । ସାନ ଭାଇ ସହ ବଲ ପାଇଁ ଝଗଡା କରିବାରୁ ବାପା ତାଗିତ କରିଥିଲେ । କିଛି ସମୟ ପରେ ଗାଁ ପାଖ ଜଙ୍ଗଲରେ ରଶି ଲଗାଇ ଆତ୍ମହତ୍ୟା । ଏହି ଘଟଣା ପରେ ପରିବାରେ ଶୋକର ଛାୟା ଖେଳି ଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login