ବୈାଦ୍ଧ : ପୁରୁଣା କଟକ ଅଞ୍ଚଳରେ ଭୟଙ୍କର ବାଣ ବିସ୍ଫୋରଣ । ଜିଆକଟାଓ ଛତ୍ରପୁର ଗାଁରେ ଭୁଶୁଡିଲା କୋଠା ଘର । ଜଣେ ମୃତ ହୋଇଥିବା ବେଳେ ୩ୁ ଅଧିକ ଗୁରୁତର ହୋଇଥିବା ସୂଚନା । ଭୟଙ୍କର ବିସ୍ଫୋରଣରେ ଭାଙ୍ଗିଲା ଅନେକ ଘର । ଛାତ ତଳେ ଲୋକେ ଚାପି ହୋଇ ରହିଥିବା ସନେ୍ଦହ କରାଯାଉଛି । ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
Views: 43