The Ultimate Managed Hosting Platform
ADVERTISEMENT

ବାଇକରେ ଯିବା ବେଳେ ମାଡିଗଲା ଟ୍ରକ,୪ ଜଣଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

କୋରାପୁଟ : କୋରାପୁଟ ଜିଲ୍ଲା ଜୟପୁର ସଦର ଅଞ୍ଚଳରେ ଆଜି ସକାଳେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକରେ ୪ ଜଣ ଯାଉଥିବା ବେଳେ ମାଡିଯାଇଥିଲା ଗୋଟିଏ ଟ୍ରକ । ଜାତୀୟ ରାଜପଥ ୨୬ ଦୟପୁର ସଦର ଥାନା ଜବାନକବାଡିଠାରେ ଘଟିଛି ଦୁର୍ଘଟଣା । ମୃତକ ହେଲେ ବିଚଲକୋଟା ଗାଁର । ୪ ଜଣ ଗୋଟିଏ ମୋଟର ସାଇକେଲରେ ଭଟାଛିଞ୍ଚିକୁ ଧାନବାନ୍ଧିବାକୁ ଯାଉଥିବା ସମୟରେ ଘଟିଥିଲା ଦୁର୍ଘଟଣା । ମୃତକ ମାନେ ହେଲେ ଧୋବା ପରଜା, ଲୋକନାଥ ଜାନି , ଘାସି ପରଜା, ଧନପତି ପରଜା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login