ବଲାଙ୍ଗିର :ବାଇକକୁ ଧକ୍କା ଦେଲା ଓଏସଆରଟିସି ବସ । ମୃତ ୨ ବାଇକ ଆରୋହୀ ଯୁବକ ହେଉଛନ୍ତି ସୋନପୁର ଜିଲ୍ଲା ସୁବଳୟାର ହିମାଂଶୁ ଶେଖର ମହାପାତ୍ର ଓ ଡୁଙ୍ଗୁରିପାଲିର ନରେଶ ସାହୁ। ଦୁଇ ଯୁବକ ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନିୟମ କମ୍ପାନୀରେ କାମ କରୁଥିଲେ।ଘଟଣାସ୍ଥଳରେ ପୁଇଁନ୍ତଳା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଆଜି ଭୋରରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି।
Views: 77











